ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୩୫ ।

0 365

ପାରଳାଖେମୁଣ୍ଡି,ତା-୦୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୮,୬୯୮, ଚିକିତ୍ସିତ ସଂଖ୍ୟା ୧୫,୧୮୮, ମୃତ ସଂଖ୍ୟା ୨୫୯ ଓ ଅନ୍ଯ ମୃତ ସଂଖ୍ୟା ୪୮ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୯୦୪, ସୁସ୍ଥ ସଂଖ୍ୟା ୧,୨୯୯,ଚିକିତ୍ସିତ ସଂଖ୍ୟା ୫୮୮ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୪୩ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫ ବୋଲି ଜଣାପଡିଛି ।

Leave A Reply

Your email address will not be published.