ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୯ ।

0 319

ପାରଳାଖେମୁଣ୍ଡି,ତା-୦୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୫,୭୩୮, ଚିକିତ୍ସିତ ସଂଖ୍ୟା ୧୪,୬୯୯, ମୃତ ସଂଖ୍ୟା ୨୩୫ ଓ ଅନ୍ଯ ମୃତ ସଂଖ୍ୟା ୪୫ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୩୪, ସୁସ୍ଥ ସଂଖ୍ୟା ୧,୧୫୯,ଚିକିତ୍ସିତ ସଂଖ୍ୟା ୬୬୦ ଏବଂ ମୃତ ସଂଖ୍ୟା ୧୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୯୯ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୯ ବୋଲି ଜଣାପଡିଛି ।

Leave A Reply

Your email address will not be published.