ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୫ ।

0 435

ପାରଳାଖେମୁଣ୍ଡି,ତା-୦୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୪,୪୮୩, ଚିକିତ୍ସିତ ସଂଖ୍ୟା ୧୪,୨୬୬, ମୃତ ସଂଖ୍ୟା ୨୨୫ ଓ ଅନ୍ଯ ମୃତ ସଂଖ୍ୟା ୪୪ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭୫, ସୁସ୍ଥ ସଂଖ୍ୟା ୧,୧୪୩,ଚିକିତ୍ସିତ ସଂଖ୍ୟା ୬୧୭ ଏବଂ ମୃତ ସଂଖ୍ୟା ୧୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୩୭ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୫ ବୋଲି ଜଣାପଡିଛି ।

Leave A Reply

Your email address will not be published.