ଗଜପତି ଜିଲ୍ଲାରେ ନୂତନ ପଜିଟିଭ ସଂଖ୍ୟା ୧୬ ।

0 601

ପାରଳାଖେମୁଣ୍ଡି,ତା-୨୭/୦୬(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଛି । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ରେ ପହଞ୍ଚିଛି । ସେଥି ମଧ୍ୟରୁ ୧୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୬ଜଣ ଚିକିତ୍ସିତ ହେଉଛନ୍ତି ।ବର୍ତ୍ତମାନ ଗଜପତି ଜିଲ୍ଲା ଓଡିଶାରେ ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.