ଗଜପତି ଜିଲ୍ଲାରେ ନୂତନ ପଜିଟିଭ ସଂଖ୍ୟା ୨୫ ।

0 685

ପାରଳାଖେମୁଣ୍ଡି,ତା-୧୧/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬ରେ ପହଞ୍ଚିଛି । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୩ ରେ ପହଞ୍ଚିଛି । ସେଥି ମଧ୍ୟରୁ ୪୩୭ ଜଣ ସୁସ୍ଥ ହୋଇଛନ୍ତି , ୧୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଗଜପତି ଜିଲ୍ଲା ନୂତନ ପଜିଟିଭ ୨୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.