ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୧୦ ହଜାର ପାର ।

0 549

ଭୁବନେଶ୍ଵର ,ତା-୨୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୬,୯୩୬, ଚିକିତ୍ସିତ ସଂଖ୍ୟା ୨୨,୬୫୧, ମୃତ ସଂଖ୍ୟା ୩୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୩୭୦, ସୁସ୍ଥ ସଂଖ୍ୟା ୫,୬୩୮,ଚିକିତ୍ସିତ ସଂଖ୍ୟା ୪,୬୭୦ ଏବଂ ମୃତ ସଂଖ୍ୟା ୫୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୯୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୨୪ ବୋଲି ଜଣାପଡିଛି ।

Leave A Reply

Your email address will not be published.