ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୦ ।

0 1,122

ଭୁବନେଶ୍ବର,ତା-୨୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୩,୩୭୮, ଚିକିତ୍ସିତ ସଂଖ୍ୟା ୨,୯୧୩ ମୃତ ସଂଖ୍ୟା ୧,୮୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୫୮୭, ସୁସ୍ଥ ସଂଖ୍ୟା ୫୧,୦୧୩,ଚିକିତ୍ସିତ ସଂଖ୍ୟା ୨୪୫ ଏବଂ ମୃତ ସଂଖ୍ୟା ୩୧୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୦ ବୋଲି ଜଣାପଡିଛି ।

Leave A Reply

Your email address will not be published.