ଭୁବନେଶ୍ବର,ତା-୨୩/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୪୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୨,୩୪୪, ଚିକିତ୍ସିତ ସଂଖ୍ୟା ୩,୦୩୬ ମୃତ ସଂଖ୍ୟା ୧,୮୪୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୫୦୬, ସୁସ୍ଥ ସଂଖ୍ୟା ୫୧,୯୦୫,ଚିକିତ୍ସିତ ସଂଖ୍ୟା ୨୭୬ ଏବଂ ମୃତ ସଂଖ୍ୟା ୩୧୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୨ ବୋଲି ଜଣାପଡିଛି ।