ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୩ ।

0 1,038

ଭୁବନେଶ୍ବର,ତା-୨୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୧,୯୫୬, ଚିକିତ୍ସିତ ସଂଖ୍ୟା ୩,୦୬୩ ମୃତ ସଂଖ୍ୟା ୧,୮୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୪୬୪, ସୁସ୍ଥ ସଂଖ୍ୟା ୫୧,୮୬୭,ଚିକିତ୍ସିତ ସଂଖ୍ୟା ୨୭୩ ଏବଂ ମୃତ ସଂଖ୍ୟା ୩୧୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩ ବୋଲି ଜଣାପଡିଛି ।

Leave A Reply

Your email address will not be published.