ଭୁବନେଶ୍ବର,ତା-୨୧/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୧,୬୪୭, ଚିକିତ୍ସିତ ସଂଖ୍ୟା ୩,୦୫୭ ମୃତ ସଂଖ୍ୟା ୧,୮୩୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୪୪୧, ସୁସ୍ଥ ସଂଖ୍ୟା ୫୧,୮୪୦,ଚିକିତ୍ସିତ ସଂଖ୍ୟା ୨୭୮ ଏବଂ ମୃତ ସଂଖ୍ୟା ୩୧୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୦ ବୋଲି ଜଣାପଡିଛି ।