ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮୭ ।

0 521

ଭୁବନେଶ୍ବର ,ତା-୨୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୨,୮୧୩, ଚିକିତ୍ସିତ ସଂଖ୍ୟା ୨୭,୬୭୨, ମୃତ ସଂଖ୍ୟା ୪୪୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୯୨୫, ସୁସ୍ଥ ସଂଖ୍ୟା ୮,୫୫୮,ଚିକିତ୍ସିତ ସଂଖ୍ୟା ୫,୩୦୦ ଏବଂ ମୃତ ସଂଖ୍ୟା ୫୭ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୮୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮୭ ବୋଲି ଜଣାପଡିଛି ।

Leave A Reply

Your email address will not be published.