ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୨୩ ।

0 610

ଭୁବନେଶ୍ବର ,ତା-୨୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୬,୯୨୫, ଚିକିତ୍ସିତ ସଂଖ୍ୟା ୨୬,୮୨୫, ମୃତ ସଂଖ୍ୟା ୪୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୨୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୭୯୧, ସୁସ୍ଥ ସଂଖ୍ୟା ୭,୧୯୯,ଚିକିତ୍ସିତ ସଂଖ୍ୟା ୫,୫୨୭ ଏବଂ ମୃତ ସଂଖ୍ୟା ୫୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୭୫୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୨୩ ବୋଲି ଜଣାପଡିଛି ।

Leave A Reply

Your email address will not be published.