ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭୫ ।

0 548

ଭୁବନେଶ୍ବର ,ତା-୨୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୮,୫୭୭, ଚିକିତ୍ସିତ ସଂଖ୍ୟା ୨୩,୬୯୮, ମୃତ ସଂଖ୍ୟା ୩୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୮୪୫, ସୁସ୍ଥ ସଂଖ୍ୟା ୫,୯୯୫,ଚିକିତ୍ସିତ ସଂଖ୍ୟା ୪,୭୮୬ ଏବଂ ମୃତ ସଂଖ୍ୟା ୫୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୯୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭୫ ବୋଲି ଜଣାପଡିଛି ।

Leave A Reply

Your email address will not be published.