କୋଇମ୍ବାଟୁରରୁ ପ୍ରବାସୀ ଓଡିଆଙ୍କୁ ନେଇ ଟ୍ରେନ୍ ପହଞ୍ଚିଲା ରାୟଗଡା ।

0 119

ରାୟଗଡା,(ପିପିଟି ନ୍ଯୁଜ୍)୧୬/୦୫,ରେଳ ଯୋଗେ ତାମିଲନାଡୁ ରାଜ୍ୟର କୋଇମ୍ବାଟୁରରୁ ପ୍ରଭାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନେଇ ଆଜି ସକାଳ ୭ ଟା ବେଳେ ରାୟଗଡ଼ା ପହଁଚିଛନ୍ତି ।ଏହି  ରେଳରେ  ମୋଟ ୨୦୯ ଜଣ ପ୍ରଭାସୀ ଓଡ଼ିଆ ଶ୍ରମିକ ଯଥା -କନ୍ଧମାଳ ଜିଲ୍ଲାର-୧୫ଜଣ,ଗଜପତି ଜିଲ୍ଲାର-୮୫ଜଣ,ରାୟଗଡ।ଜିଲ୍ଲାର-୭୯ଜଣ,ମାଲକାନଗିରି ଜିଲ୍ଲାର-୧ଜଣ,ନବରଙ୍ଗପୁର ଜିଲ୍ଲାର -୧୭ଜଣ,କରାପୁଟ ଜିଲ୍ଲାର ୧୨ଜଣ ଆସିଛନ୍ତି । ସଂପୃକ୍ତ ଜିଲ୍ଲାର ଅଧିକାରୀ ମାନେ ନିଜ ନିଜ ଜିଲ୍ଲାର ଶ୍ରମିକ ମାନଙ୍କୁ ନେବା ପାଇଁ ଆସିଥିଲେ । ଏଥିପାଇଁ ରାୟଗଡ଼ା ସହରରେ ଆଜି ୧୪୪ ଧାରା ଜାରି କରାଯାଇଛି ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.