କୁଲାଡ଼ ସରପଞ୍ଚଙ୍କ ସମେତ ଭଞ୍ଜନଗର ଅଞ୍ଚଳରେ ୧୮ଆକ୍ରାନ୍ତ ।

0 217

ଭଞ୍ଜନଗର,୨୮/୦୭(ପିପିଟି);ଗଞ୍ଜାମ ଜିଲ୍ଲାରେ ଆଜି ଅନ୍ୟ ଦିନ ଅପେକ୍ଷା କମ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ମୋଟ ୩୩୨ଜଣ କୋରନା ଆକ୍ରାନ୍ତଙ୍କ ମଧ୍ୟରେ ଭଞ୍ଜନଗର ଅଞ୍ଚଳର ୧୮ଜଣ ରହିଛନ୍ତି। ଏନ.ଏ.ସି ଅଧିନ ମେନ ରୋଡ଼ର ୨ଜଣ ମହିଳା ଥିବାବେଳେ ଏହି ବ୍ଲକ କୁଲାଡ଼ ଗ୍ରାମର ସରପଞ୍ଚ ଙ୍କ ସମେତ ଦଦରା ଲୁଣ୍ଡା ର ୬ଜଣ, ଜି.ରମ୍ଭା ର ୪ଜଣ, ସାହାଣ ପଲ୍ଲୀର ୨ଜଣ,ବେରୁଆଁବାଡ଼ି ର ୨ଜଣ ଓ ଚୂନ ପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଥିବା ଜଣାପଡିଛି।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.