କଳମ୍ବ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା ।

0 590

ପୋଲସରା,୧୬/୦୭(ପିପିଟି); ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଗତକାଲି ୯ ଜଣ ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଛି । କଳମ୍ବ ପଞ୍ଚାୟତର ରୁଖାକଣା ଓ ଖଣ୍ଡୁରୁ ପଞ୍ଚାୟତର ଚଢିଆପଡା,କୃଷ୍ଣଦାସପୁର ଗ୍ରାମକୁ ବଫର ଜୋନ୍ ଘୋଷଣା କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନମ୍ବର   ୫୦୯୬, ତା-୧୫/୦୭/୨୦୨୦ରୁ ଜଣାପଡିଛି । ଶୁଣିବାକୁ ମିଳୁଛି ଯେ କଳମ୍ବ ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.