କଳମ୍ବ ଠାରେ ପ୍ଲାଷ୍ଟିକ ମୁକ୍ତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 375

ପୋଲସରା,୦୧/୧୦(ପିପିଟି):କଳମ୍ବ ଗ୍ରାମ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କଳମ୍ବ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ବରେ ଆଜି ପ୍ଲାଷ୍ଟିକ ମୁକ୍ତ କଳମ୍ବ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସେଥିରେ ପୋଲସରା ବିଡିଓ ସୁରଞ୍ଜନ ସାହୁ,ଗ୍ରାମ ସେବକ ଭଗବାନ ବେହେରା, ଅଙ୍ଗନବାଡି ସୁପରଭାଇଜର, ସମସ୍ତ ଅଙ୍ଗନଓ୍ବାଡି କର୍ମୀ ତଥା ଆଶା କର୍ମୀ ଏବଂ ସ୍ବୟଂ ସହାୟକ ମହିଳାଙ୍କ ସହିତ ସଭାପତି ଓ ସମ୍ପାଦିକା ଏବଂ ଯୁବଗୋଷ୍ଟି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.