କରୋନା ସଚେତନତା ;ମାସ୍କ ଓ ସାବୁନ୍ ବଣ୍ଟନ ।

0 221

ବୋଲଗଡ,ତା-୨୫/୦୬(ପିପିଟି); ନୟାଗଡ ଜିଲା ଭାପୁର ବକ୍ଲ ବାଇଗଣୀଆ ଗ୍ରାମରେ ଭାରତ ସ୍କାଉଟ୍ ଓ ଗାଇଡି ପକ୍ଷରୁ ବୁଧବାର ଦିନ ୮ସହ ମାସ୍କ ବଣ୍ଟନ କରାଯାଇଛି । ଏଥିସହ ଲୋକମାନଙ୍କୁ ମହାମାରି କୋରୋନା ସମ୍ପର୍କରେ ସଚେତନତା କରାଯାଇଥିଲା ମୁହଁରେ ମାସ୍କ ପନ୍ଧିବା ସାବୁନ୍ ,ହ୍ୟାଣ୍ଡଓ୍ବାସ ଦ୍ବାରା ହାତ ସଫା କରିବାକୁ ସଚେତନତା କରିଥିଲେ । ବାଇଗଣୀଆ ତନ୍ତୁବାୟ ସହଯୋଗ ସମିତି ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦଳବେହେରା, କବିରାଜ ବୈଦ୍ୟନାଥ,ରାଜିବ କୁମର ପରିଡା,କୈଳାସ ଚନ୍ଦ୍ର ପ୍ରଧାନ ,ବିକ୍ରମ କେଶରୀ ସାମନ୍ତରାୟ ସାମଜିକ ଦୂରତା ନିୟମ ପାଳନ କରିଥିଲେ ।
ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.