କରୋନା ଯୁଦ୍ଧା ମାନଙ୍କୁ ସମ୍ମାନ ଜଣାଇ ପଞ୍ଚାୟତ ଓ ଗ୍ରାମବାସୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ।

0 140

କଳାହାଣ୍ଡି,(ପିପିଟି ନ୍ଯୁଜ୍)୩୦/୦୫,ରାଜ୍ୟରେ ବା ସାରା ଦେଶରେ କରୋନା ମହାମାରି କାୟାବିସ୍ତାର କରୁଥିବା ବେଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପଦକ୍ଷେପ ନେଇ ଥିଲେ । ଯେ ୩୦ ତାରିଖ ଶନିବାର ଦିନ ସନ୍ଧ୍ୟା ୫ ଟା ୩୦ ସମୟରେ କରୋନା ଯୁଦ୍ଧା ମାନଙ୍କୁ ସମ୍ମାନିତ ବା ଉତ୍ସାହିତ କରିବା ପାଇଁ ବାର୍ତ୍ତା ଦେଇ ଥିଲେ । ସେହି ବାର୍ତ୍ତା ଆଜି ପାଳିତ ହୋଇଯାଇଛି । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କଳାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତର ସାମାଜିକ ଦୁରତା ରକ୍ଷା କରି କରୋନା ଯୁଦ୍ଧା ମାନଙ୍କୁ ସମ୍ମାନ ଜଣାଇ ,ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।  ରିପୋର୍ଟ – ଭିଷ୍ମ ସାହୁ

Leave A Reply

Your email address will not be published.