କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ।

0 357

ଫୁଲବାଣୀ,୧୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୩,୭୮୦, ଚିକିତ୍ସିତ ସଂଖ୍ୟା ୨୦,୩୩୮, ମୃତ ସଂଖ୍ୟା ୩୬୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୬୦, ସୁସ୍ଥ ସଂଖ୍ୟା ୯୦୬,ଚିକିତ୍ସିତ ସଂଖ୍ୟା ୬୪୭ ଏବଂ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୩୯ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.