କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ।

0 225

ଫୁଲବାଣୀ ,ତା-୨୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୨,୮୧୩, ଚିକିତ୍ସିତ ସଂଖ୍ୟା ୨୭,୬୭୨, ମୃତ ସଂଖ୍ୟା ୪୪୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୦୬୪, ସୁସ୍ଥ ସଂଖ୍ୟା ୧,୬୧୨,ଚିକିତ୍ସିତ ସଂଖ୍ୟା ୪୪୫ ଏବଂ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୮୪ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.