କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩ ।

0 554

ଫୁଲବାଣୀ ,ତା-୨୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୬,୯୩୬, ଚିକିତ୍ସିତ ସଂଖ୍ୟା ୨୨,୬୫୧, ମୃତ ସଂଖ୍ୟା ୩୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ ।କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୫୩, ସୁସ୍ଥ ସଂଖ୍ୟା ୧,୦୪୬,ଚିକିତ୍ସିତ ସଂଖ୍ୟା ୬୦୦ ଏବଂ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୯୮ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩ ବୋଲି ଜଣାପଡିଛି ।

ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ

Leave A Reply

Your email address will not be published.