କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮୯ ।

0 462

କଟକ ,ତା-୨୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୪,୪୦୬, ଚିକିତ୍ସିତ ସଂଖ୍ୟା ୨୬,୬୦୧, ମୃତ ସଂଖ୍ୟା ୪୧୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫,୯୨୧ ରେ ପହଞ୍ଚିଛି , ସୁସ୍ଥ ସଂଖ୍ୟା ୩,୫୭୮,ଚିକିତ୍ସିତ ସଂଖ୍ୟା ୨,୩୦୫ ଏବଂ ମୃତ ସଂଖ୍ୟା ୨୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୪୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮୯ ବୋଲି ଜଣାପଡିଛି ।

Leave A Reply

Your email address will not be published.