କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୨ ।

0 189

କଟକ ,ତା-୨୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୨,୮୧୩, ଚିକିତ୍ସିତ ସଂଖ୍ୟା ୨୭,୬୭୨, ମୃତ ସଂଖ୍ୟା ୪୪୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୦୧୭, ସୁସ୍ଥ ସଂଖ୍ୟା ୪,୦୧୮,ଚିକିତ୍ସିତ ସଂଖ୍ୟା ୨,୯୬୭ ଏବଂ ମୃତ ସଂଖ୍ୟା ୨୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୮୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୨ ବୋଲି ଜଣାପଡିଛି ।

Leave A Reply

Your email address will not be published.