କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୭ ।

0 128

କଟକ ,ତା-୨୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୬,୯୨୫, ଚିକିତ୍ସିତ ସଂଖ୍ୟା ୨୬,୮୨୫, ମୃତ ସଂଖ୍ୟା ୪୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୪୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୧୬୮, ସୁସ୍ଥ ସଂଖ୍ୟା ୩,୭୩୯,ଚିକିତ୍ସିତ ସଂଖ୍ୟା ୨,୩୯୯ ଏବଂ ମୃତ ସଂଖ୍ୟା ୨୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୭୫୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୭ ବୋଲି ଜଣାପଡିଛି ।

Leave A Reply

Your email address will not be published.