କଟକ,ତା-୨୩/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୭୯ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୨,୩୪୪, ଚିକିତ୍ସିତ ସଂଖ୍ୟା ୩,୦୩୬, ମୃତ ସଂଖ୍ୟା ୧,୮୪୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୫୮୧, ସୁସ୍ଥ ସଂଖ୍ୟା ୨୮,୧୯୯,ଚିକିତ୍ସିତ ସଂଖ୍ୟା ୨୪୦, ମୃତ ସଂଖ୍ୟା ୧୩୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧ ବୋଲି ଜଣାପଡିଛି ।