ଓଡିଶାରେ ୧୨ ସୁସ୍ଥ ହେଲେଣି କରୋନା ଆକ୍ରାନ୍ତ ।

0 10

ଭୁବନେଶ୍ୱର,୧୧/୦୪- ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୨୯୮ଟି ନମୁନା ପରୀକ୍ଷା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ କରୋନରେ ରାଜ୍ୟରେ ଏହି ଦୁଇଜଣଙ୍କୁ ମିଶାଇ ୩୭ଜଣ ଆକ୍ଟିଭ୍ କେସ୍ ରହିଛି । ୧୨ଜଣ ସୁସ୍ଥ ହେବା ସାଙ୍ଗକୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.