ଭୁବନେଶ୍ବର,୧୪/୦୪-ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି ।ମଙ୍ଗଳବାର ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଟିଟ୍ଲାଗଡ଼ରେ ମଧ୍ୟ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇ ୪୧.୫ ଡିଗ୍ରୀ ସେଲ୍ସିୟସରେ ପହଂଚିଛି ।ଚାନ୍ଦବାଲିରେ ୪୦.୭, କଟକରେ ୪୦.୧, ଅନୁଗୁଳରେ ୪୦.୭, ବାରିପଦାରେ ୪୧, ତାଳଚେର ୪୦.୫, ବଲାଙ୍ଗିର ୪୧.୨, ମାଲକାନଗିରି ୪୦.୨, ନୟାଗଡ଼ ୪୦, ବୌଦ୍ଧରେ ୪୦.୫ ,ପାରଳାଖେମୁଣ୍ଡି ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । |
Next Post