ଆସ୍କା ବସଷ୍ଟାଣ୍ଡ ଠାରେ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା ।

0 408

ଆସ୍କା,୦୫/୦୮(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଆସ୍କା ବସଷ୍ଟାଣ୍ଡ ଠାରେ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ସମେତ ଦିଲ୍ଲୀପ ପାଣିଗ୍ରାହୀ,ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ସୂର୍ଯ୍ୟ ପରିଡା,ଜିଲ୍ଲା ପରିଷଦ ସଭ୍ୟ ଶିବ ମହାନ୍ତି ଓ ଶିବ ନାହାକ ପ୍ରମୁଖ ଉପସ୍ଥିତ ରହି କ୍ଯାଣ୍ଡେଲ୍ ଜଳାଇ ନୀରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.