ଆଜି ଭଞ୍ଜନଗର ରେ ୧୪ ପଜିଟିଭ ।

0 190

ଭଞ୍ଜନଗର,୧୧/୦୮(ପିପିଟି); ଗତକାଲି ରାତିରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୪ଆକ୍ରାନ୍ତ ଥିବା ଜଣାପଡିଛି। ଭଞ୍ଜନଗର ସବ୍ ଜେଲ ର ୨ଜଣ,ବଡ଼ ତୋଟା ସାହି, ବାଇ ପାସ ରୋଡ଼ ରୁ ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକ ନୂଆ ପଲ୍ଲୀ ରୁ ୪ଜଣ,ଗୁରାବାଡ଼ି, ବାହୁକ ପଲ୍ଲୀ,ଗାମୁଣ୍ଡି, କୁଲାଡ଼,ଜାମ ପଲ୍ଲୀ ଓ ଜିଲୁଣ୍ଡି ଗ୍ରାମର ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.