ଆଜି ଭଞ୍ଜନଗର ରେ ମାତ୍ର ୩ପଜିଟିଭ ।

0 365

ଭଞ୍ଜନଗର,୨୧/୦୮(ପିପିଟି); ଆଜି ହସ୍ତଗତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଢେର ହ୍ରାସ ପାଇଥିବା ଜଣାପଡ଼ିଛି।ସମଗ୍ର ଜିଲ୍ଲାରେ ଆଜି କେବଳ ୧୬୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳ ରୁ ୩ଜଣ ଆକ୍ରାନ୍ତ ରହିଛନ୍ତି। ଜଣେ ଭେଜିପୁଟ ର, ଜଣେ ଏହି ବ୍ଲକ ଭେରେଡା ଗ୍ରାମର ଓ ଅନ୍ୟ ଜଣେ ଭଞ୍ଜନଗର ଅଞ୍ଚଳର ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.