ଆଜି ଭଞ୍ଜନଗର ରୁ ୬ପଜିଟିଭ ଚିହ୍ନଟ ।

0 287

ଭଞ୍ଜନଗର,୨୪/୦୮(ପିପିଟି); ଆଜି ସର୍ବାଧିକ କଟକ ଜିଲ୍ଲାରେ ୫୮୯ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୪୭୪ଜଣ,ଯାଜପୁର ଜିଲ୍ଲାରେ ୨୧୫ଜଣ ଓ କୋରାପୁଟ ଜିଲ୍ଲା ରେ ୧୮୧ଜଣ ଓ ଗଞ୍ଜାମ ଜିଲ୍ଲାରେ ୧୭୯ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ମାତ୍ର ୬ଟି ପଜିଟିଭ କେଶ ରହିଛି।ସେଥିରେ ଏନ.ଏ.ସି ର ବଡ଼ ଧୋବା ସାହି ଓ ବାଗଦେବୀ ରୋଡ଼ ରୁ ଜଣେ ଲେଖାଏଁ ଏବଂ ଏହି ବ୍ଲକର ତୁଳସୀ ପଲ୍ଲୀ,ଗାଲେରୀ, ସାମରଡ଼ା ଓ ବଡ଼ ପଥରା ଗ୍ରାମର ଜଣେ ଲେଖାଏଁ ରହିଥିବା ଜଣାପଡିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.