ଆଜି ପୁଣି ୨ପୋଲିସଙ୍କ ସମେତ ୯ଜଣ ଆକ୍ରାନ୍ତ ଚିହ୍ନଟ ।

0 258

ଭଞ୍ଜନଗର,୧୨/୦୭(ପିପିଟି); ରବିବାର ମିଳିଥିବା ସୂଚନା ଅନୁସାରେ ପୁଣି ଭଞ୍ଜନଗର ଥାନାର ୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ଆଜି ପର୍ଯ୍ୟନ୍ତ ମୋଟ ୨୩ଜଣ ପୋଲିସ ଆକ୍ରାନ୍ତ ହୋଇଛନ୍ତି।ସେହିପରି ସ୍ଥାନୀୟ ଜଗନ୍ନାଥ ବିହାର, ମେଦିରି ସାହି ଓ ଭେଜିପୁଟରୁ ଜଣେ ଲେଖାଏଁ ଏବଂ ଏହି ବ୍ଲକର କୁଲାଡ଼ ଗ୍ରାମରୁ ୨ଜଣ, ଲାଲସିଙ୍ଗ ର ଜଣେ ଓ ବୁଦୁଲି ଗ୍ରାମରୁ ମଧ୍ୟ ଜଣେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ପ୍ରତ୍ୟେକ ଦିନ ନୂଆ ନୂଆ କେଶ ସାମ୍ନାକୁ ଆସୁଥିବାରୁ ସମସ୍ତେ ସତର୍କତାର ସହ କରୋନା ଠାରୁ ଦୂରେଇ ରୁହନ୍ତୁ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.