ଅନ ଲାଇନ୍ ମାଧ୍ୟମରେ ସମ୍ବଲପୁରୀ ଦିନ ପାଳିତ ।

0 240

ପଦ୍ମପୁର,୦୧/୦୮(ପିପିଟି);କରୋନା ପ୍ରକୋପକୁ ଆଖି ଆଗରେ ରଖି ପଦ୍ମପୁର ସହର ଠାରୁ ଅନତି ଦୂରରେ ଥିବା ବୁବୁଡା ଠାରେ ବାଟ୍ କଢ଼ୁଆଲ୍ କୁଟୁମ୍ ତଥା ଏସ୍ଏମ୍ କ୍ରିଏସନ୍ ତରଫରୁ ଅନ ଲାଇନ ଫେସବୁକ୍ ଲାଇଫ୍ ରେ ସମଲପୁରୀ ଦିନ ପାଳିତ ହୋଇ ଯାଇଛି । ଏ ପରିପେକ୍ଷୀ ରେ କୋଭିଡ-୧୯ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହ ରାଜ୍ୟ ସରକାରଙ୍କ ନିୟମକୁ ମାନି ମାତ୍ର ଦୁଇଜଣରେ କାର୍ଯ୍ୟକ୍ରମ ହୋଇଥିଲା । ବାଟ କଢ଼ୁଆଲ ର ସଂପାଦକ ସୁରେନ୍ଦ୍ର ମେହେରଙ୍କ ସଂଯୋଜନାରେ କବି ବିନୋଦ ବୈକାର୍ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ

Leave A Reply

Your email address will not be published.