ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢୀଙ୍କ ଜାମିନ ଆବେଦନ ଖାରଜ ।

0 167

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୩୧/୦୩ ସଂପତ୍ତି ଠୁଳ ମାମଲାରେ ଜେଲ୍ ରେ ଥିବା ନିଲମ୍ବିତ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢୀଙ୍କ ଜାମିନ ଆଜି ପୁଣି ଖାରଜ ହେଲା । କରୋନା ପାଇଁ ଜେଲ୍ ରେ ନରହି କିଛି ଦିନ ଘରେ ରହିବା ପାଇଁ ପାରୋଲ ଆବେଦନ କରିଥିଲେ । ଭିଡିଓ କନଫରେନ୍ସ ଦ୍ବାରା ଶ୍ରୀପାଢୀଙ୍କ ଜାମିନ ଆବେଦନ ଶୁଣାଣି ପରେ ଖାରଜ ହୋଇଯାଇଛି ।

Leave A Reply

Your email address will not be published.