ଅତିରିକ୍ତ ଜିଲ୍ଲାପାଳ ସଟ ଡ଼ାଉନ ସ୍ଥିତି ଅନୁଧ୍ୟାନ କଲେ।

0 244

ଯାଜପୁର,(ପିପିଟି)୧୩/୦୬ , କରୋନା କବଳରେ ରେ କବଳିତ ଅଛି ସାରା ପୃଥିବୀ ଏଥିରୁ ବାଦ ଯାଇନି ଭାରତ ଦିନକୁ ଦିନ କରୋନା ସଂକ୍ରମଣ ବଢି ବଢ଼ି ଚାଲିଛି ଏହାକୁ ଆୟତ୍ତ ରଖିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ପ୍ରତି ଶନିବାର, ରବିବାର ସଟ ଡ଼ାଉନ ଘୋଷଣା କରାଯାଇଛି ଏହସହିତ ଆଗକୁ ରଜ ପର୍ବ ।ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସାମାଜିକ ଦୂରତା ଓ ସଟ ଡ଼ାଉନ ସ୍ଥିତିକୁ କଢ଼ା ନଜର ରଖିଛି । ଆଜି ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ପନିକୋଇଲି, କୁଆଖିଆ ,ଜାରକା ଓ ଚଣ୍ଡିଖୋଲ ଅଂଚଳ ପରିଦର୍ଶନ କରି ସଟ ଡାଉନ ସ୍ଥିତି ପରିଖିଛନ୍ତି ।

Leave A Reply

Your email address will not be published.