ଅଗ୍ନିବିପନ୍ନ ପରିବାର ନିକଟରେ ପହଞ୍ଚି ସାହାଯ୍ୟ କରିଲେ ବିଧାୟିକା ।

0 643

ପାତ୍ରପୁର,(ପିପିଟି)୧୭/୦୬, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ର ସାମନ୍ତରା ପୁର ପଞ୍ଚାୟତ ଅନ୍ତର୍ଗତ ଗୁଡିପଦର ଗ୍ରାମରେ  ଅଗ୍ନି କାଣ୍ଡ ଘଟି କ୍ଷତି ହୋଇଥିବା ପରିବାର ପାଖରେ ସ୍ଥାନୀୟ ବିଧାୟିକା ଉଷା ଦେବୀ  ସମବେଦନା ଜଣାଇବା ସହ  ଜୈନିକ ପରିବାରକୁ ରାସନ ସାମଗ୍ରୀ ବିଶୁଦ୍ଧ ପାଣି ସହ ଆର୍ଥିକ ସହାୟତା ଯୋଗାଇଥିଲେ l ନିକଟସ୍ଥ ଗ୍ରାମ କନ୍ଧ ଗୋବିନ୍ଦ ପୁର ଗ୍ରାମ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏହି ଗ୍ରସ୍ତ ସମୟରେ ଯୁବ ସମାଜ ସେବୀ ଶ୍ରୀରୁପ ଦେବ ଜିଲ୍ଲା ବିଜେଡି ସମ୍ପାଦକ ହରିକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.