SCTIMST ଡାକ୍ତର କରୋନା ଆକ୍ରାନ୍ତ : ମେଡ଼ିକାଲର ୩୦ ଡାକ୍ତର ଏବେ ଆଇସୋଲେସନରେ

0 10

କେରଳ ୧୭-୩ : ଶ୍ରୀ ଚିତ୍ରା ତିରୁନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (SCTIMST)ରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର କରୋନାଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ଘଟଣା କନଫର୍ମ ହୋଇଛି। ତାଙ୍କର ଟେଷ୍ଟ ପଜିଟିଭ୍ ଆସିଛି। ଏହାପରେ ତାଙ୍କର ୩୦ ଜଣ ସହକର୍ମୀ ଯାହାଙ୍କୁ ସେ ଯୋଗାଯୋଗ କରିଥିଲେ, ସେମାନଙ୍କୁ ବର୍ତ୍ତମାନ ଡାକ୍ତରୀ ତତ୍ତ୍ୱାବଧାନରେ ପୃଥକଭାବେ ରଖାଯାଇଛି।

Leave A Reply

Your email address will not be published.