ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ।

ବାଲିଗୁଡ଼ା,୧୮/୦୭(ପିପିଟି): ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ…
Read More...

ହିଞ୍ଜିଳି ପୋଲିସକୁ ଚୋରଙ୍କର ଖୋଲା ଆହ୍ୱାନ, ଥାନା ଠାରୁ ପ୍ରାୟ ୧୦୦ମିଟର ଦୂରରେ ଚୋରି ।

ବ୍ରହ୍ମପୁର,୧୮/୦୭(ପିପିଟି):ଖୋଦ ହିଞ୍ଜିଳି ଥାନା ଠାରୁ ପ୍ରାୟ ୧୦୦ମିଟର ଦୁରତାରେ ହୋଇଛି ଚୋରି । ବସଷ୍ଟାଣ୍ଡ ଏବଂ ପୋଲିସ ଷ୍ଟେସନକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯ ନମ୍ବର ମଧ୍ୟଭାଗ ଅଞ୍ଚଳର ଜଣାଶୁଣା ଡ୍ରେସ ଦୋକାନ…
Read More...

ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ ନିର୍ବାଚନ,ସନ୍ତୋଷ ସଭାପତି, ନୀଳାଞ୍ଚଳ ସମ୍ପାଦକ ।

ଭଞ୍ଜନଗର,୧୮/୦୭(ପିପିଟି): ନିଖିଳ ଉତ୍କଳ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ, କେନ୍ଦ୍ର ପରିଷଦ ସର୍ବୋଚ୍ଚସ୍ତରରର ନିର୍ବାଚନ ଆଗାମୀ ପାଞ୍ଚ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନ୍ତୋଷ କୁମାର ଜେନା, ସଭାପତି, କଇଣ୍ଡି…
Read More...

ଭଞ୍ଜନଗର ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ।

ଛତ୍ରପୁର,୧୮/୦୭(ପିପିଟି): ଭଞ୍ଜନଗର ଉପଖଣ୍ଡ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣୀ…
Read More...

ଜଙ୍ଗଲ ସଂରକ୍ଷଣ ନିୟମରେ ସଂଶୋଧନ ବିରୋଧରେ ବିକ୍ଷୋଭ ।

କାଶୀନଗର,୧୮/୦୭(ପିପିଟି): ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର କାଶୀନଗର ବ୍ଳକ୍ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆଦିବାସୀ ବିରୋଧୀ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମରେ ସଂଶୋଧନକୁ ପ୍ରତ୍ୟାହାର କରିବା ତଥା ବ୍ଳକର…
Read More...

ମୋବାଇଲ ପ୍ରେମ ମହଙ୍ଗା ପଡିଲା : ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ ।

ବାଲିଗୁଡା,୧୮/୦୭(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ…
Read More...

ପାରିବାରିକ କଳହରୁ ହତ୍ୟାକାଣ୍ଡ, କବିସୂର୍ଯ୍ୟନଗରରୁ ଅପହରଣ, ଝରଣ ଗାଁ ରେ ହତ୍ୟା ।

ସାନଖେମୁଣ୍ଡି,୧୭/୦୭(ପିପିଟି): ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ଝରଣ ଗାଁ ନିକଟ କାଜୁ ଜଙ୍ଗଲ ରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ଗତକାଲି ଅପରାହ୍ନରେ କିଛି ଦୁବୃର୍ତ୍ତ ଏକ କାରରେ ଆଣି ମୃତ ଦେହକୁ…
Read More...

ମାଲକାନଗିରି ବ୍ଲକ ସରପଞ୍ଚମାନଙ୍କ କର୍ମକର୍ତ୍ତା ଚୟନ ।

ମାଲକାନଗିରି,୧୭/୦୭(ପିପିଟି):ମାଲକାନଗିରି ବ୍ଲକରେ ୧୯ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ସମସ୍ତ ସରପଞ୍ଚଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କରାଯାଇଛି ।…
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ ।

ବେଲଗୁଣ୍ଠା,୧୭/୦୭(ପିପିଟି): ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ଵର୍ଗତ ଗୋଦାବରୀ ବିଷୋୟୀଙ୍କ ଧର୍ମପତ୍ନୀ ଅହଲ୍ୟା ବିଷୋୟୀଙ୍କର ଆଜି ୯୫ ବର୍ଷ ବୟସରେ ନିଜ ବାସ ଭବନରେ ସକାଳ ଆଠ ଘଣ୍ଟା ଚବିଶି…
Read More...

ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ ।

ଭଞ୍ଜନଗର,୧୭/୦୭(ପିପିଟି): ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମ ବଡ଼ନଦୀ ବନ୍ୟା ଜଳରେ ଆଜି ଦିନ ସାଢେ ଗୋଟାଏ ସମୟରେ ଗୋବିନ୍ଦ ପାଣ୍ଡବଙ୍କ ସାନ ପୁଅ ଗୋପାଳ ପାଣ୍ଡବ(୩୫) ଭାସି ଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗୋପାଳ…
Read More...