ବିଜୁ ଯୁବ ଜନତା ଦଳ ତରଫରୁ ଡମସାହି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ ।

ରଣପୁର,୨୩/୦୭(ପିପିଟି) :ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ତଥା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବରେ ବୃକ୍ଷରୋପଣ ।

ବାଲିଗୁଡା,୨୩/୦୭(ପିପିଟି): ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ଜାର୍ଗିଭାଟ୍ଟା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ସିଆରପିଏଫ ର ଜି/127 ବାଟାଲିୟନର…
Read More...

ହିଞ୍ଜିଳି ତହସିଲ ଦୁର୍ନୀତିର ଗନ୍ତାଘର ,ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ।

ବ୍ରହ୍ମପୁର,୨୩/୦୭(ପିପିଟି):ହିଞ୍ଜିଳି ତହସିଲ କାର୍ଯ୍ୟାଳୟରେ ପାଟି ଫିଟାଇଲେ/ ପଦୁଟିଏ ଶୁଣିବାପାଇଁ ହାତ ଗୁଞ୍ଜା ନଦେଲେ କାର୍ଯ୍ୟ ହେଉନାହିଁ। ତଳ ପଦସ୍ଥ କର୍ମଚାରୀ ଠାରୁ ଆରମ୍ଭ କରି ଉପରିସ୍ଥ ପ୍ରସାଶନିକ ଗୋଟିଏ ଫୁଲମାଳରେ…
Read More...

ଜନପ୍ରିୟ ନେତା ଦଣ୍ଡପାଣି ଗୌଡଙ୍କ ସ୍କୃତି ଚାରଣ ସମାରୋହ। ‌

ଵେଲଗୁଣ୍ଟା,୨୩/୦୭(ପିପିଟି):ନେଟଙ୍ଗା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ବିଶିଷ୍ଟ ସମାଜସେବୀ ତଥା ସଚ୍ଚୋଟ ରାଜନୀତିଜ୍ଞ ଦଣ୍ଡପାଣି ଗୈାଡଙ୍କ ଦ୍ବାଦଶାହ ଦିବସ ପାଳନ ଅବସରରେ ନିଜ ଗ୍ରାମ ବାଲିଭାଗ ଠାରେ ସ୍କୃତି ଚାରଣ…
Read More...

ସୀମାନ୍ତରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ , ଜଣେ ନକ୍ସଲ ନିହତ ।

ମାଲକାନଗିରି,୨୩/୦୭(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ…
Read More...

ଖୁବ୍ ଶୀଘ୍ର ଜିଲ୍ଲାରେ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ।

ଛତ୍ରପୁର,୨୨/୦୭(ପିପିଟି): ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ଗୁଡିକରେ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ଖୋଲିବାକୁ ଯାଉଛି । ଏହି ସ୍ବାସ୍ଥ୍ଯ କଲ୍ୟାଣ କେନ୍ଦ୍ର ମାନଙ୍କରେ ସ୍ବତନ୍ତ୍ର ସୁବିଧା ଗୁଡିକ ଉପଲବ୍ଧ…
Read More...

ଅଯୋଧ୍ୟାନାଥ ମହାପାତ୍ର ଘୁମୁସର ଜିଲ୍ଲା ବିଜେପି ଉପସଭାପତି ।

ଭଞ୍ଜନଗର,୨୨/୦୭(ପିପିଟି) : ଘୁମୁସର ଜିଲ୍ଲା ବିଜେପିର କାଯ୍ୟକାରିଣୀ ବୈଠକ ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଶୁକ୍ରବାର ପୋଲସରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା ପାଇଁ ବିଭିନ୍ନ…
Read More...

ଉତ୍କୋଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ ହିଞ୍ଜିଳି ତହସିଲ ଅତିରିକ୍ତ ବରିଷ୍ଠ କୋଷାଧକ୍ଷ ।

ବ୍ରହ୍ମପୁର,୨୨/୦୭(ପିପିଟି): ହିଞ୍ଜିଳି ତହସିଲ ପାଲଟିଛି ଦୁର୍ନୀତିର ଗନ୍ତାଘର । ହାତ ଗୁଞ୍ଜା ନମିଳିଲେ ଘୁଞ୍ଚୁନି ଫାଇଲ । ତହସିଲ କାର୍ଯ୍ୟାଳୟକୁ ଆସି ଜନସାଧାରଣ ହନ୍ତସନ୍ତ ହେଉଥିବାର ବିଭିନ୍ନ ଜନସାଧାରଣ ମୌଖିକ ଅଭିଯୋଗ…
Read More...

ମାଲକାନଗିରି ସୀମାନ୍ତ ମାଓ ତାଣ୍ଡବ,ଲୋକଙ୍କ ସାମ୍ନାରେ ହତ୍ୟା ।

ମାଲକାନଗିରି,୨୨/୦୭(ପିପିଟି):ମାଲକାନଗିରି ସୀମାନ୍ତରେ ଥମୁନି ମାଓ ହିଂସା। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପୂର୍ବରୁ ପୋଲିସ ଇନଫର୍ମର ଭାବେ ଜଣେ ବ୍ଯକ୍ତିଙ୍କୁ ସର୍ବ ସମ୍ମୁଖରେ ପିଟି ପିଟି ହତ୍ଯା କରିବା ସହ ତାଙ୍କ…
Read More...

କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ ।

କନ୍ଧମାଳ,୨୨/୦୭(ପିପିଟି): କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଯାର ପ୍ରତିବାଦ ଏବଂ ବିକ୍ଷୋଭ…
Read More...