ଆମ୍ ଆଦମୀ ତରଫରୁ କାରଗିଲ୍ ବିଜୟ ଦିବସପାଳନ।

ବୋଲଗଡ଼୨୬/୦୭(ପିପିଟି):କାରଗିଲ ବିଜୟ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗେଡୀଆ ପଲ୍ଲୀ ପଞ୍ଚାୟତ ସାଲତରା ବାଲୁଙ୍କେଶ୍ୱର ଦେବ ମନ୍ଦିର ପରିସରରେ ଆମ୍ ଆଦମୀ ପାର୍ଟୀ ଆୟୋଜନରେ ଏକ ସଭାର ଆୟୋଜନ…
Read More...

କୁକୁଡାଖଣ୍ଡି ବ୍ଲକର ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ।

ବ୍ରହ୍ମପୁର,୨୬/୦୭(ପିପିଟି):କୁକୁଡାଖଣ୍ଡି ବ୍ଲକର ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି।…
Read More...

ଜନହିତରେ ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ।

ଭଞ୍ଜନଗର,୨୫/୦୭(ପିପିଟି): ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ଜନ ଶୁଣାଣି ଦ୍ୱାରା ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର…
Read More...

ମୋ ପ୍ରିୟ ବାରୁଡ଼ା ସେଲ୍ଫି ପଏଣ୍ଟ ଉଦ୍‌ଘାଟିତ ।

ଭଞ୍ଜନଗର,୨୫/୦୭(ପିପିଟି): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ଛକ ଠାରେ ମୋ ପ୍ରିୟ ବାରୁଡ଼ା ସ୍ମାରକୀ ଉନ୍ମୋଚନ ହୋଇଯାଇଛି।ବିକାଶ ପରିଷଦ ବାରୁଡ଼ା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର…
Read More...

ତୁରନ୍ତ ମେଡ଼ିକାଲ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ; ଉତ୍କଳ ସାମ୍ବାଦିକ ସଂଘ ।

ଭଞ୍ଜନଗର,୨୫/୦୭(ପିପିଟି): ଦୀର୍ଘ ଦିନ ହେଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି।ଏବେ ପୁଣି ଏକ ସଙ୍ଗେ ୩ଜଣ ଡାକ୍ତରଙ୍କ ବଦଳି ଯୋଗୁଁ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି।…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୫/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟ ରେ ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୪୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା,୨ ମୃତ୍ୟୁ,୨ ଗୁରୁତର ।

ମାଲକାନଗିରି,୨୫/୦୭(ପିପିଟି):ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି - ୩୮ ଗ୍ରାମର ଛକ ନିକଟରେ ଦ୍ରୁତ ଗତିରେ ଆସି ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁଘଟିଥିବା…
Read More...

ଆଡ଼ପଡ଼ା ଘୋଡାହାଡ ନଦୀରୁ ବେଆଇନ୍ ଭାବେ ବାଲି ଚାଲାଣ, ରାଜସ୍ବ ହାନି ।

ସାନଖେମୁଣ୍ଡି,୨୫/୦୭(ପିପିଟି): ସାନଖେମୁଣ୍ଡି ତହସିଲ୍ ଅଧିନସ୍ଥ ଆଡ଼ପଡ଼ା ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏଦିଗରେ ପ୍ରଶାସନକୁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ଅଣ…
Read More...

ମୋ ପ୍ରିୟ ଭଞ୍ଜନଗର ଉଦଘାଟନ କଲେ ବାଚସ୍ପତି ।

ଭଞ୍ଜନଗର,୨୪/୦୭(ପିପିଟି): ଭଞ୍ଜନଗର ସହର ମହାବୀର ଛକରେ ରବିବାର ସନ୍ଧ୍ୟାରେ ଏନ୍ଏସି ତରଫରୁ ଖୋଲା ସ୍ଥାନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମରେ ଭଞ୍ଜନଗରକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ନିର୍ମିତ ମୋ ପ୍ରିୟ…
Read More...

ଗୁଣିଗାରେଡିକୁ ସନ୍ଦେହ କରି ୫ ବର୍ଷ ହେଲା ଗ୍ରାମରୁ ବାସନ୍ଦ।

ବେଲଗୁଣ୍ଠା,୨୪/୦୭(ପିପିଟି): ଆଧୁନିକ ଯୁଗରେ ବି ଅନ୍ଧବିଶ୍ୱାସ ମାନୁଛନ୍ତି ଲୋକେ।ଗୁଣିଆ ସନ୍ଦେହ କରି ଗୋଟିଏ ପରିବାରକୁ ବାସନ୍ଦ କରିଛନ୍ତି ଗାଁ ଲୋକେ। ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ହେଲାଣି। ଗଞ୍ଜାମ…
Read More...