ତାମ୍ମା ଦୋରାଙ୍କ ୧୪୨ତମ ସହିଦ ଦିବସ ପାଳିତ ।

ମାଲକାନଗିରି,୨୯/୦୭(ପିପିଟି): କାଲିମେଳା ପଞ୍ଚାୟତ ସମିତି ସଭା ଗୃହ ଠାରେ ସହିଦ ତାମ୍ମା ଦୋରା ଆଦିବାସୀ କ୍ଳବ ପକ୍ଷରୁ ୧୪୨ତମ ତାମ୍ମା ଦୋରାଙ୍କ ସହିଦ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ…
Read More...

କେନାଲ ହିଡ ଭାଙ୍ଗି ଜଳ ପ୍ଲବନ,୬୦ ଏକର ଜମିରେ ଫସଲ ନଷ୍ଟ ।

ମାଲକାନଗିରି,୨୯/୦୭(ପିପିଟି):ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଅଧିନସ୍ଥ ଏମଭି- ୭୯ ସବଡିଭିଜନର ଏମପିଭି -୭୫ ଗ୍ରାମ ନିକଟରେ ଆଜି ସକାଳୁ ଗମ୍ପାକୋଣ୍ଡା ମୁଖ୍ୟ କେନାଲ ହିଡ ଭାଙ୍ଗି ଯିବା ଫଳରେ ୨୦ ରୁ ୨୫ ଫୁଟ ଓସାରରେ ହିଡ…
Read More...

୩୧ ଜୁଲାଇରେ ଦେଶବ୍ୟାପୀ ଚକାଜାମ ।

ବ୍ରହ୍ମପୁର,୨୯/୦୭(ପିପିଟି): ୩୧ ଜୁଲାଇ ୨୦୨୨ ଦେଶବ୍ୟାପୀ ଚକାଜାମ କୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲରେ ଆଜି ଅନୁଷ୍ଠିତ…
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ।

ଭଞ୍ଜନଗର,୨୯/୦୭(ପିପିଟି): ଭଞ୍ଜନଗର ଭେଜିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ…
Read More...

ଶୁଭ୍ରାଂଶୁକୁ ସହାୟତା ଯୋଗାଇଲେ ଶିକ୍ଷାବିତ ଅମରନାଥ ରଥ ।

ଭଞ୍ଜନଗର,୨୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମର ବଡ଼ ରମଣୀ ସାହିର ଶୁଭ୍ରାଂଶୁ ଶେଖର ସାହୁ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ପରିବାରରେ ଲାଗିରହିଥିବା ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ…
Read More...

ପାଟପୁର ଥାନା ପକ୍ଷରୁ ଟି.ଗୋବିନ୍ଦପୁର ରେ ବିପୁଳ ପରିମାଣର ମଦ , ପୋଚ ନଷ୍ଟ ।

ସାନଖେମୁଣ୍ଡି,୨୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଟି.ଗୋବିନ୍ଦପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲ ନାଳ ରାସ୍ତାରେ ପାଟପୁର ପୋଲିସ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀମଦ ନଷ୍ଟ…
Read More...

ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୧୦୮ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ।

ଦିଗପହଣ୍ଡି,୨୮/୦୭(ପିପିଟି): ପ୍ରତ୍ୟେକ ଲୋକ ଏବେ ୧୦୮ ଆମ୍ବୁଲାନ୍ସ ସେବା ଉପରେ ନିର୍ଭର କରିଥାନ୍ତି । ୧୦୮ କର୍ମଚାରୀ ମାନେ ବି ଦିନ ରାତି ରୋଗୀ ମାନଙ୍କୁ ସେବା ସଠିକ୍ ଭାବେ ସେବା ଯୋଗାଇ ଆସୁଛନ୍ତି । ୧୦୮ ସେବା ପାଇଁ ଲୋକେ…
Read More...

ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ ।

ଭଞ୍ଜନଗର,୨୮/୦୭(ପିପିଟି): ଗୁରୁବାର ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ…
Read More...

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା, କନ୍ଧମାଳ ଝିଅ ମୀନାକ୍ଷୀ ସ୍କୁଲ୍‍ ଟପର ।

କନ୍ଧମାଳ,୨୮/୦୭(ପିପିଟି): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। କିସରେ ଉଭୟ ବିଜ୍ଞାନ ଓ…
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ।

ବାଲିଗୁଡା,୨୮/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ରଟିଙ୍ଗିଆ ଠାରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପ୍ରଧାନ ଶିକ୍ଷକ ଚତୁର୍ଭୂଜ ସାହୁଙ୍କ ଅଧ୍ୟକ୍ଷତାରେ…
Read More...