କୀଟନାଶକ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା ।
ଭଞ୍ଜନଗର,୦୪/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ିହ ପଢାଳ ଗ୍ରାମର ଶିବ ଶଙ୍କର ସେନାପତି(୫୨) ଶନିବାର ରାତି ପ୍ରାୟ ୮ଟା ସମୟରେ ଘରେ କେହି ନଥିବା ବେଳେ କୀଟନାଶକ ଖାଇ ଦେଇଥିଲେ। କିଛି ସମୟ ପରେ ଏହା ଦେଖି ପରିବାର…
Read More...
Read More...