ବୁଡି ଅଞ୍ଚଳ ବିସ୍ଥାପିତ ଆଦିବାସୀଙ୍କୁ ମିଳୁନି ଜମି ପଟା,୧୯୬୨ ରୁ ସବୁ ସରକାରୀ ସୁବିଧାରୁ ବଞ୍ଚତ ପିଢି ପରେ ପିଢି ।

ମାଲକାନଗିରି,୧୬/୦୯(ପିପିଟି): ୧୯୬୨ ମସିହାରେ ମାଛକୁଣ୍ଡ ଜଳ ବିଦ୍ଯୁତ ପ୍ରକଳ୍ପ ଆରମ୍ଭ ହେଲା ପରେ ଉକ୍ତ ନଦୀ ବନ୍ଧ ଯୋଜନାରେ ପାଡୁଆ-କୁଲାବୀର ଏବଂ କାଟୁଆ, ଜୋଲାପୁଟ,ତପଗଣ୍ଡା,ମାଛକୁଣ୍ଡ-ବାରଙ୍ଗବାଡିର ଜନବସତିର ଲୋକମାନେ…
Read More...

ଜାଲି ଶିକ୍ଷକ କିରଣ ଜେନା ଗିରଫ।

ପୋଲସରା,୧୬/୦୯(ପିପିଟି): ଜାଲ ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୯ ମସିହା ଠାରୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ବିଭିନ୍ନ ପର୍ଯ୍ଯାୟରେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ…
Read More...

ଶିକ୍ଷକ ଅଭାବ ପାଇଁ ଛାତ୍ର ଛାତ୍ରୀ ଦେଲେ ଧାରଣା।

ବୋଲଗଡ଼,୧୬/୦୯(ପିପିଟି): ଶିକ୍ଷକଙ୍କ ଅଭାବ ପାଇଁ ଫାଟକ ସମ୍ମୁଖରେ ଧାରଣା। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ କାଉତରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳି ହୋଇଥିଲେ ମଧ୍ୟ ବର୍ତ୍ତମାନ ସେହି ପଦବୀ ପୂରଣ ହୋଇନାହିଁ।…
Read More...

ମନ୍ଦାର ପଞ୍ଚାୟତ ବୈଠକରେ ସରପଞ୍ଚଙ୍କ ଚୌକିରେ ସରପଞ୍ଚଙ୍କ ସ୍ବାମୀ।

ବ୍ରହ୍ମପୁର,୧୬/୦୯(ପିପିଟି): ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ବୈଠକରେ ସରପଞ୍ଚଙ୍କ ଚୌକିରେ ସରପଞ୍ଚଙ୍କ ସ୍ବାମୀ। ମନ୍ଦାର ପଞ୍ଚାୟତ କାର୍ଯ୍ଯାଳୟ ଠାରେ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ ବୈଠକରେ ମନ୍ଦାର ସରପଞ୍ଚ ସୁନୀତା…
Read More...

ଏକା ସମୟରେ ଗୋଟିଏ ବନ୍ଧରେ ଦୁଇଟି ପ୍ରକଳ୍ପ କାର୍ଯ୍ଯ;ମନରେଗା କାର୍ଯ୍ଯରେ ଦୁର୍ନୀତି ଅଭିଯୋଗ।

କବିସୂର୍ଯ୍ୟନଗର,୧୬/୦୯(ପିପିଟି):ଏକା ସମୟରେ ଗୋଟିଏ ବନ୍ଧରେ ଦୁଇଟି ପ୍ରକଳ୍ପ କାର୍ଯ୍ଯ, ମନରେଗା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାପଲ୍ଲୀ ପଞ୍ଚାୟତରେ ଏହି…
Read More...

ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ସମ୍ପର୍କିତ ପ୍ରସ୍ତୁତି ବୈଠକ ।

ଛତ୍ରପୁର,୧୫/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ “ମା ତାରା ତାରିଣୀ”ଙ୍କ ଶୋଡଷ ଉପଚାର ଓ ନବରାତ୍ର ପୂଜା ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର…
Read More...

ଓଟିଇଟି ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ ମାମଲା,ଏବେ ବାତିଲ ଘୋଷଣା ।

ମାଲକାନଗିରି,୧୫/୦୯(ପିପିଟି): ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ଯାଳୟ, ସରକାରୀ ଉଚ୍ଚ ବିଦ୍ଯାଳୟ ମାଲକାନଗିରି, ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ଆଦି ତିନି…
Read More...

ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ ।

କନ୍ଧମାଳ,୧୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି।…
Read More...

ଅର୍ଥ ଅଭାବରୁ ବିଷ ପିଇ କିଡନୀ ରୋଗୀଙ୍କ ଆତ୍ମ ହତ୍ଯା,ଅସହାୟ ଅବସ୍ଥାରେ ସ୍ତ୍ରୀ ଓ ତିନି ସନ୍ତାନ ।

ମାଲକାନଗିରି,୧୫/୦୯(ପିପିଟି): ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରତ୍ଯେକଟି ଜୀଲ. ମୂଲ୍ଯବାନ କହି ଆତ୍ମଗର୍ବ କରୁଥିବା ବେଳେ ଏହା କେବଳ ଭୋଟ ରାଜନୀତି ମାତ୍ର । ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଅର୍ଥ ଅଭାବରୁ…
Read More...

କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ ।

କନ୍ଧମାଳ,୧୪/୦୯(ପିପିଟି): କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଓ ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଏ…
Read More...