କୋଦଳା ଥାନାର ନୂତନ ଅଧିକାରୀ ଉମାକାନ୍ତ ସାହୁଙ୍କ ଦାୟିତ୍ୱ ଗ୍ରହଣ ।

କୋଦଳା,୨୩/୦୯(ପିପିଟି):ଶୁକ୍ରବାର କୋଦଳା ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଉମାକାନ୍ତ ସାହୁ । ଦାୟିତ୍ୱ ଗ୍ରହଣ କରିବା ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଇଥିବା ଜଣାପଡିଛି । ପୂର୍ବରୁ ସେ ଧରାକୋଟ…
Read More...

ଏଏନଏମ ଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତକୁ ତିନିବର୍ଷ କାରାଦଣ୍ଡ ସହ ଜୋରିମାନା ଆଦେଶ ।

ବାଲିଗୁଡା,୨୩/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ଅଞ୍ଚଳର ଜୈନକ ମହିଳା ଏଏନଏମ ଙ୍କୁ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…
Read More...

ପୁଣି ହଳଦୀକୁଣ୍ଡରେ ମୃତ୍ଯୁ ବିଭୀଷିକା,ଗାଁରେ କୋକୁଆ ଭୟ ।

ମାଲକାନଗିରି,୨୨/୦୯(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ହଲଦୀକୁଣ୍ଡ ଆଦିବାସୀ ଗ୍ରାମରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବା ବେଳେ ପୁଣି ବୁଧବାରେ ଚିକିତ୍ସିତ ହୋଇ ହଳଦିକୁଣ୍ଡ ଗାଁକୁ…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ମାଲକାନଗିରି,୨୨/୦୯(ପିପିଟି): କୋରାପୁଟ ଏସଓଜି ଓ ଡିଭିଏଫର ଏକ ଦଳ ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଥାନା ଓ କୋରାପୁଟ ଜିଲ୍ଲାର ମାଛଖକୁଣ୍ଡ ଥାନା ସୀମାବର୍ତ୍ତୀ ଅଞ୍ଚଳର ହନୁମାଲ, ସିନ୍ଧିପୁଟ, ଓଣ୍ଡାଇପଦର, ଅଣ୍ଡ୍ରାହାଲ,…
Read More...

ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ।

ବ୍ରହ୍ମପୁର,୨୨/୦୯(ପିପିଟି): ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଖଲ୍ଲିକୋଟ ଗୋଷ୍ଠୀ…
Read More...

ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ।

ବ୍ରହ୍ମପୁର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ହିଞ୍ଜିଳି ବ୍ଲକ ରେ ଆରମ୍ଭ ହୋଇଯାଇଛି । ଏହି…
Read More...

ଗଞ୍ଜେଇ ଭର୍ତି କାର ଜବତ, ଡ୍ରାଇଭର ଓ ସହଯୋଗୀ ଚମ୍ପଟ ।

ବେଲଗୁଣ୍ଠା,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇଣ୍ଟେଲିଜେନ୍ସ ଅଫ ବ୍ୟୁରୋ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା । ପାଖାପାଖି ୧୨ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ସହିତ ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ସିଟି କାରକୁ…
Read More...

ଟିପିଏସଓଡ଼ିଏଲ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ସଚେତନତା ।

ଭଞ୍ଜନଗର,୨୧/୦୯(ପିପିଟି): ଭଞ୍ଜନଗର ପାୱାର ହାଉସ ଛକରେ ଥିବା ଟିପିଏସଓଡ଼ିଏଲ କାର୍ଯ୍ୟାଳୟରେ ଗତ ୨୦୧୭ମସିହା ଠାରୁ ବେଶ ଧୁମଧାମରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି। କରୋନା ସକାଶେ ୨ବର୍ଷର ଅନ୍ତରାଳରେ…
Read More...

ଭୁସ୍ଖଳନ ଯୋଗୁଁ ସୋରଡ଼ା-ଦାରିଙ୍ଗବାଡି ରାସ୍ତା ସିଲ କଲା ପ୍ରଶାସନ ।

ଭଞ୍ଜନଗର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ପଡିଛି।ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ।ଯାହା…
Read More...

ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ।

ବେଗୁନିଆ,୨୧/୦୯(ପିପିଟି):ଜିଲ୍ଲା ଶିଳ୍ପ କେନ୍ଦ୍ର ଭୁବନେଶ୍ବରଙ୍କ ଆୟୋଜନରେ ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା ଶିବିର ବେଗୁନିଆ ବ୍ଲକ୍ ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ୍ ସଭାପତି…
Read More...