ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭ ହେଲା ଭିନ୍ନକ୍ଷମ ବୋର୍ଡ; ୩୪ଜଣଙ୍କ ଆବେଦନ ଗ୍ରହଣ ।

ଭଞ୍ଜନଗର,୧୨/୧୦(ପିପିଟି): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ପୂର୍ବରୁ ପ୍ରତ୍ୟେକ ମାସ ୧୨ ତାରିଖରେ ଭିନ୍ନକ୍ଷମ ବୋର୍ଡ ମାଧ୍ୟମରେ ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଭିନ୍ନକ୍ଷମ ପ୍ରମାଣ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରାଯାଇ…
Read More...

ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଶୋଭାଯାତ୍ରା ଓ ପୋଷାକ ବିତରଣ ଉତ୍ସବ ।

ବେଲଗୁଣ୍ଠା,୧୨/୧୦(ପିପିଟି): ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସ୍ଥିତ ନାରାୟଣ ପୃଷ୍ଟି ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଶୋଭାଯାତ୍ରା ସହ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।…
Read More...

୧୨୭ ବାଟାଲିୟନ୍ ସିଆରପିଏଫ୍ ପକ୍ଷରୁ ନିଆରା ପ୍ରୟାସ: ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ।

ବାଲିଗୁଡ଼ା,୧୨/୧୦(ପିପିଟି): ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ…
Read More...

ବିଜେଡି ରେ ଯୋଗଦେଲେ ଅଙ୍ଗାର ଗାଁ ସରପଞ୍ଚ ।

କୋଦଳା,୧୧/୧୦(ପିପିଟି): ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ନିଳେନ୍ଦ୍ରୀ ସେଠୀ ଆଜି ଅନୁଷ୍ଠାନିକ ଭାବେ ବିଧାୟିକା ଲତିକା ପ୍ରଧାନ ଉପସ୍ଥିତି ରେ ବିଜେଡି ରେ ଯୋଗଦେଇଥିବା ଜଣାଅପଡ଼ିଛି ।…
Read More...

ବାଣଫୁଟାକୁ କେନ୍ଦ୍ର କରି ଆକ୍ରମଣ; ଆଠ ଗିରଫ।

ପୋଲସରା,୧୧/୧୦(ପିପିଟି):ଘର ଆଗରେ ବାଣଫୁଟାକୁ କେନ୍ଦ୍ର କରି ବଚସା ହେବା ପରେ ସଂଘବଦ୍ଧ ଆକ୍ରମଣ କରିବା ଯୋଗୁଁ ଆଜି ପୋଲସରା ଥାନା ପୋଲିସ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଥାନାର ଏସ୍ ଆଇ ଅଜୟ…
Read More...

ଭାପୁର ଅଞ୍ଚଳରେ ଆନ୍ତର୍ଜାତିୟ ଶିଶୁ କନ୍ୟା ଦିବସ ପାଳିତ।

ଭାପୁର,୧୧/୧୦(ପିପିଟି):ଆଜି ଭାପୁର ବ୍ଲକ ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତର ବଳଦିଆ ନୂଆଗାଁ ହାଇସ୍କୁଲ ଓ ରାକମା ଗ୍ରାମ ପଞ୍ଚାୟତର ଏସ ଡି ହାଇ ସ୍କୁଲ ଠାରେ "ଆନ୍ତର୍ଜାତିୟ ଶିଶୁ କନ୍ୟା ଦିବସ" ପୂର୍ବତନ ସରପଞ୍ଚ ନବକିଶୋର ସାହୁ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ବିଧବାଙ୍କ ଘର ; ସରକାରୀ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦାବି।

ବେଲଗୁଣ୍ଠା,୧୧/୧୦(ପିପିଟି): ଚଳିତ ଲଗାଣ ବର୍ଷାରେ ବେଲଗୁଣ୍ଠା ବ୍ଲକ୍ ବିଭିନ୍ନ ଗ୍ରାମରେ କାନ୍ଥ ଭୁଶୁଡ଼ି ଲୋକଙ୍କ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଲଗାଣ ବର୍ଷା ଯୋଗୁଁ ଗୋବରା ନୂଆଁସାହିର ସ୍ୱର୍ଗତ…
Read More...

ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ରୂପାନ୍ତରୀତ ହେବ ।

ଛତ୍ରପୁର,୧୧/୧୦(ପିପିଟି): ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ । ଏଥି ସକାଶେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ମଙ୍ଗଳବାର…
Read More...

ଗ୍ରାମାଞ୍ଚଳରେ ବହୁ ଆଡମ୍ବର ରେ଼ ପାଳିତ ହେଉ ଅଛି ଗଜଲକ୍ଷ୍ମୀ ପୂଜା।

ବୋଲଗଡ଼,୧୧/୧୦:(ପିପିଟି) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଗ୍ରାମାଞ୍ଚଳରେ ଯଥା- ଧଳାପଥର, କୋଦବେରେଣୀ, ଗେଡିଆପଲ୍ଲୀ,ବାଙ୍କୋଇ,ବୋଲଗଡ,ଜରିପଡା,ଭିମପଡାରେ ସ୍ତାୟୀ ପୂଜାମଣ୍ଡପ ଗୁଡିକରେ ଧୁମ୍ ଧାମ ରେ ଗଜଲକ୍ଷ୍ମୀ ପୂଜା…
Read More...

ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ,୨୫୪ ଅଭିଯୋଗ ଶୁଣିଲେ, ରେଡ଼କ୍ରସ ପାଣ୍ଠିରୁ ୫୩ହଜାର ଦେଲେ ।

ଶେରଗଡ,୧୦/୧୦; ଶେରଗଡ଼ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ସୋମବାର ଦିନ ବ୍ଲକ ଗୋଦାମ ଘର ପରିସର ରେ ଅନୁଷ୍ଟିତ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ଜ୍ୟୋତି…
Read More...