ହୋଟେଲ ମହେଶ୍ଵରୀ ଇନରୁ ୨୦କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ,ଜଣେ ଗିରଫ ।

ମାଲକାନଗିରି,୧୪/୧୦(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ହୋଟେଲ ମହେଶ୍ଵରୀ ଇନରୁ ୨୦କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ଥିବା ବେଳେ ଜଣେ ଆସାମୀକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି…
Read More...

ସାଗରଗୁଆଁ ବଜାର ରାସ୍ତା ପାଣିକାଦୁଅ ଖାଲ ଖମାରେ ପରିପୂର୍ଣ ।

ବୋଲଗଡ଼୧୪/୧୦(ପିପିଟି): ଗ୍ରାମାଞ୍ଚଳ ଲୋକମାନଙ୍କର ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କା ବିନିଯୋଗ କରୁଛନ୍ତି ତେବେ ବିଭାଗୀୟ ଯନ୍ତ୍ରୀ ଓ…
Read More...

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର:ମଦ ରନ୍ଧା ବନ୍ଦ କରିବା ପାଇଁ କହିବାରୁ ହତ୍ୟା କରିଥିଲା ସ୍ୱାମୀ ।

ବାଲିଗୁଡା,୧୪/୧୦(ପିପିଟି): ମଦ ରନ୍ଧା ବନ୍ଦ କରିବା ପାଇଁ ସ୍ୱାମୀକୁ କହିବାରୁ ସ୍ତ୍ରୀକୁ ଜୀବନରେ ମାରି ଜଙ୍ଗଲରେ ଫୋପାଡି ଦେଲେ ସ୍ୱାମୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି…
Read More...

ବୁଗୁଡା ଅଞ୍ଚଳରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା।

ବୁଗୁଡା,୧୩/୧୦(ପିପିଟି):ବୁଗୁଡା ବ୍ଲକ ଚନ୍ଦନପେଢ଼ି,ଚଢ଼ିଆପଲ୍ଲି, ଭମାସ୍ୟାଳି ଓ ଗୋଲିଆ ଗ୍ରାମ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ…
Read More...

ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ।

ଛତ୍ରପୁର,୧୩/୧୦(ପିପିଟି): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ-ତଥା-ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗୁରୁବାର…
Read More...

କେନ୍ଦ୍ରୀୟ ବିଦ୍ୟାଳୟରେ ଶୋକସଭା ।

ଆସିକା,୧୩/୧୦(ପିପିଟି): ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ ଲେଙ୍କାକ ଗତ ୦୯ ଅକ୍ଟୋବର ୨୦୨୨ ରେ ଆକସ୍ମିକ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖାରିଆ ପଞ୍ଚାୟତର…
Read More...

ପ୍ରତି ବ୍ଲକ୍ ରେ ବସ୍ ଷ୍ଟାଣ୍ଡ ସକାଶେ ସ୍ଥାନ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ଛତ୍ରପୁର,୧୨/୧୦(ପିପିଟି): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ…
Read More...

ବାଇକ ସହ କାର ଧକ୍କା; ବାଇକ ଚାଳକ ଗୁରୁତର ।

ଭଞ୍ଜନଗର,୧୨/୧୦(ପିପିଟି): ଭଞ୍ଜନଗର ନିକଟ ନୂଆଗାଁ ବ୍ରିଜ ନିକଟରେ ବାଇକକୁ କାର ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି ଏବଂ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଛି।ସୂଚନା ମୁତାବକ ତାରସିଂ ଥାନା ପୋଚା ଲୁଣ୍ଡି…
Read More...

କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ନବନିର୍ମିତ କୋଠାରେ ଅଭିଭାବକଙ୍କ ପକ୍ଷରୁ ପୂଜାର୍ଚ୍ଚନା ।

ଆସିକା,୧୨/୧୦(ପିପିଟି): କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ନବନିର୍ମିତ କୋଠାରେ ଆସନ୍ତା କାଲି ଅର୍ଥାତ୍ ୧୩ ଅକ୍ଟୋବର ୨୦୨୨ରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ବିପଦ ସଙ୍କୁଳ କୋଠାରୁ ନବନିର୍ମିତ କୋଠାକୁ ସ୍ଥାନାନ୍ତରଣ…
Read More...

ପାଟପୁର ଥାନା ଅଧିକାରୀଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ଠକେଇ କରିବାକୁ ଚେଷ୍ଟା କରିଛି ସାଇବର ଠକ।

ବ୍ରହ୍ମପୁର,୧୨/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ଠକେଇ କରିବାକୁ ଚେଷ୍ଟା କରିଛି ସାଇବର ଠକ। ସାଇବର ଠକ ମାନେ କେତେବେଳେ କାହାର ଫେକ ଆକାଉଣ୍ଟ,…
Read More...