ଭଞ୍ଜନଗର ଠାରେ ନୂତନ ତହସିଲଦାରଙ୍କ କାର୍ଯ୍ୟରେ ଯୋଗଦାନ ।

ଭଞ୍ଜନଗର,୧୭/୧୦(ପିପିଟି): ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ଠାରେ ଆଜି ନୂତନ ତହସିଲଦାର ଭାବେ ଅଚ୍ୟୁତାନନ୍ଦ ଜାନୀ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ ଜାନୀ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଗତ ୫ବର୍ଷ ହେଲା…
Read More...

ଜିଲ୍ଲା ପରିଷଦଙ୍କ ହସ୍ତକ୍ଷେପ ପରେ ଖୋଲିଲା ସ୍ୱାସ୍ଥ୍ୟ ଉପ କେନ୍ଦ୍ର ।

ଶେରଗଡ,୧୭/୧୦(ପିପିଟି): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ପାଞ୍ଚଟି ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଜନବସତିର ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପଞ୍ଚାୟତ ବାହାରେ…
Read More...

ଚେନ୍ନାଇକୁ କାମ କରିବାକୁ ଯାଇଥିଲେ ଯୁବକ:ଗାଁକୁ ଫେରିଲା ମୃତଦେହ ।

ବାଲିଗୁଡା,୧୭/୧୦(ପିପିଟି): ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମଦିନ ଉପଲକ୍ଷେ ଶେରଗଡ଼ ବିଜେଡ଼ିର ରକ୍ତଦାନ ଶିବିର ଅନୁଷ୍ଠିତ ।

ଶେରଗଡ଼,୧୬/୧୦(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ ତମ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ ପିତଳ କଲେଜ ଠାରେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ବିରାଟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ।

ବୋଲଗଡ଼,୧୬/୧୦(ପିପିଟି):ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ପରିସରରେ ମାନ୍ୟବର ବିଧାୟକ ବେଗୁନିଆ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର…
Read More...

ହାଇୱା ଧକ୍କାରେ ବୃଦ୍ଧ ଗୁରୁତର ।

ଭଞ୍ଜନଗର,୧୬/୧୦(ପିପିଟି): ସ୍ଥାନୀୟ ବଡ଼କୋଦଣ୍ଡା ଛକ ନିକଟରେ ସଡକ ଦୁର୍ଘଟଣାରେ ଖାଲାସୀ ସାହିର ବିଶ୍ୱ ରଞ୍ଜନ ପଣ୍ଡା (୬୨) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେ ଭଞ୍ଜନଗରରୁ ଅଗଝୋଳ ଗ୍ରାମ ଅଭିମୁଖେ ନିଜ ନାତୁଣୀ ସହ…
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ।

ଭଞ୍ଜନଗର,୧୬/୧୦(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଜି. ରମ୍ଭା ଠାରେ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଯୋଗୀମାରି ଗ୍ରାମର ଜଗଦୀଶ ବିଷୋୟୀ(୪୫) ଗୁରୁତର ଆହତ ହୋଇଥିଲେ।ଜଗଦୀଶ କୌଣସି କାମରେ ଫୁଲବାଣୀ ରାସ୍ତାରେ ଯାଉଥିବା…
Read More...

ଏସଓଜି ଓ ଡ଼ିଭିଏଫର ମିଳିତ କମ୍ବିଙ୍ଗ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ ।

କନ୍ଧମାଳ,୧୬/୧୦(ପିପିଟି): ଚଳିତ ମାସ ୧୧ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ମହିଳା କ୍ୟାଡର…
Read More...

କ୍ବାକଙ୍କ ପତ୍ନୀଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଜୀବନ ।

ମାଲକାନଗିରି,୧୫/୧୦(ପିପିଟି): କାଲିମେଳା ବଜାରରେ ଜଣେ କ୍ବାକ୍ କ୍ଲିନିକ୍ କରି ଦୀର୍ଘ ଦିନ ହେଲା ରୋଗୀମାନଙ୍କୁ ଚିକିତ୍ସା କରୁଆସୁଥିବା ବେଳେ ଆଜି କ୍ବାକଙ୍କ ପତ୍ନୀ ଜଣେ ଦନ୍ତରୋଗୀଙ୍କ ଦାନ୍ତ ଉପାଡି ଭୁଲ୍ ଇଞ୍ଜେକସନ…
Read More...

ନିଆଁ ରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର ।

ଭଞ୍ଜନଗର,୧୫/୧୦(ପିପିଟି): ତାରସିଂ ଥାନା ଅନ୍ତର୍ଗତ କନ୍ଧ ଶାରଳା ଗ୍ରାମରେ ଜଣେ ବୃଦ୍ଧା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ ଗୌରୀ ନାଇକ(୭୦)। ସୂଚନା ଅନୁସାରେ ଗୌରୀ ଶୁକ୍ରବାର ରାତିରେ ଚୁଲିରେ…
Read More...