ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ; ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ସକାଶେ ନିର୍ଦ୍ଦେଶ ।

ବ୍ରହ୍ମପୁର,୨୨/୧୦(ପିପିଟି): ଆଗାମୀ କାଲିଠାରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ସମ୍ଭବନା ଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଜାଗ ରଖାଯାଇଛି । ବାତ୍ୟାର…
Read More...

ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବିଜେଡିର ଜନସମ୍ପର୍କ ପଦଯାତ୍ରା।

ଉଲୁଣ୍ଡା,୨୨/୧୦(ପିପିଟି): ରାଜ୍ୟ ନବୀନ ସରକାରଙ୍କ ଲୋକପ୍ରିୟତା, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଉଲୁଣ୍ଡା ବ୍ଳକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଚାଲିଥିବା ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଜେଡ଼ି…
Read More...

ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ,ଏତଲା ଦେଲେ ହତ୍ୟା କରିବାକୁ ଧମକ ।

ବାଲିଗୁଡ଼ା,୨୨/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରେ ଜଣେ ବିବାହିତ ମହିଳାକୁ ଦୁଷ୍କର୍ମ ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ…
Read More...

ସାଗରଗୁଁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ।

ବୋଲଗଡ଼,୨୨/୧୦(ପିପିଟି): କୁନିକୁନି ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ଭଳି ସୁରଭି ବା ଶିଶୁ ମହୋଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୋଲଗଡ ବ୍ଲକର ସାଗରଗୁଆ…
Read More...

ଶେରଗଡ଼ ବିଜେଡି ପକ୍ଷରୁ ୫୮ ନଂ ଜୋନ ରେ ଜନ ସମ୍ପର୍କ ପଦ ଯାତ୍ରା ।

ଶେରଗଡ଼,୨୨/୧୦(ପିପିଟି): ଶେରଗଡ଼ ବ୍ଲକ ୫୮ ନଂ ଜୋନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଜନ ହିତ କର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ନିମନ୍ତେ, ପ୍ରତ୍ୟେକ ବର୍ଷ ଅକ୍ଟୋବର ଦୁଇ…
Read More...

କଳାକାରଟିଏର ବିୟୋଗ ସମାଜର ଏକ ଅପୂରଣୀୟ କ୍ଷତି ସାଧନ : ବରିଷ୍ଠ କଳାକାର ସଂଘ ।

ବ୍ରହ୍ମପୁର,୨୨/୧୦(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ସଂଘ କାର୍ଯ୍ୟକାରୀ…
Read More...

ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଓଏଏସ ଛାତ୍ରଙ୍କୁ ସମ୍ବର୍ଦ୍ଧନା ।

ଭଞ୍ଜନଗର,୨୨/୧୦(ପିପିଟି): ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ଓ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଫାଲଗୁନି କୁମାରଙ୍କୁ ଶନିବାର ସମ୍ବର୍ଦ୍ଧନା ପ୍ରଦାନ…
Read More...

ଗଞ୍ଜାମ ଜିଲ୍ଲା ସକାଶେ ବାତ୍ୟା ବିପଦ ନାହିଁ ;ସରକାରୀ କର୍ମଚାରୀ ମାନଙ୍କ ଛୁଟିବାତିଲ, ନିଜନିଜ ସଦରମହକୁମାରେ ରହିବେ…

ଛତ୍ରପୁର,୨୧/୧୦(ପିପିଟି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି, ରାଜ୍ୟ ସ୍ଵତନ୍ତ୍ର ରିଲିଫ୍…
Read More...

ଆର୍ମି ଚୟନ ସକାଶେ ପ୍ରସ୍ତୁତି ବୈଠକ ।

ଛତ୍ରପୁର,୨୧/୧୦(ପିପିଟି): ଆସନ୍ତା ମାସ ନଭେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଆର୍ମି ଚାକିରୀ ନିମନ୍ତେ ଚୟନ ପରୀକ୍ଷା ହେବ । ଏଥି ସକାଶେ ଆଜି ଗଞ୍ଜାମ…
Read More...

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ,୨୧/୧୦(ପିପିଟି):ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ନରେନ୍ଦ୍ରପୁର,କୀର୍ତ୍ତିପୁର, ବ୍ରାହ୍ମଣଛାଇ, ଗୁଡିସର,ପିତ୍ତଳ,…
Read More...