ସାଂସଦଙ୍କ ମହାନୀୟତା, ଦୁର୍ଘଟଣାଗ୍ରସ୍ତ ଲୋକକୁ ମେଡିକାଲ ପଠାଇଲେ ।

ଜଗତସିଂହପୁର,୩୦/୧୦(ପିପିଟି); ଜଗତସିଂହପୁର ଠାରୁ ଅନତି ଦୂରରେ ଥିବା ଆଜି ଦିବା ପ୍ରାୟ ୧୦ଟା ସମୟରେ ସିଂହାରପୁର ଛକରେ ଏକ ଦ୍ରୁତଗାମୀ ଇଣ୍ଡିଗୋ କାର କଟକ ଆଡକୁ ଯିବା ସମୟରେ ମୋଟର ସାଇକେଲ ସହିତ ମୁହାଁମୁହିଁ ଧକ୍କା ହେବାରୁ…
Read More...

ଜେ.ରାମପଲି ରେ”ଆମ ପୋଲିସ ସମିତି ” ବୈଠକ ।

କୋଦଳା,୩୦/୧୦(ପିପିଟି): ରବିବାର ସନ୍ଧ୍ୟା ୭ଘଣ୍ଟ ସମୟରେ କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ପଞ୍ଚାୟତ ଜେ. ରାମପଲି ଗ୍ରାମରେ ଗ୍ରାମ ବାସୀଙ୍କ ସହାୟତାରେ ରାସ୍ତା ମଝିରେ କୋଦଳା ପୋଲିସର "ଆମ ପୋଲିସ ସମିତି "ବୈଠକ କୋଦଳା…
Read More...

୧୨ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର ।

ଭଞ୍ଜନଗର,୩୦/୧୦(ପିପିଟି): ସେଣ୍ଟ୍ରାଲ ରେଞ୍ଜ କାଳିଅମ୍ବା ସେକ୍ସନ ଅନ୍ତର୍ଗତ କଣ୍ଟେଇ ପଲି ନିକଟ ବଡ଼ପଡ଼ା ଗ୍ରାମ ନିକଟରେ ଏକ ବିରାଟ ଅଜଗର ସାପକୁ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ଯାଇଥିଲେ। ପରେ ତାକୁ ଏକ ରସିରେ ଫାଶ…
Read More...

ବହୁବର୍ଷ ପରେ ଆସ୍କା ସେଣ୍ଟ୍ରାଲ ବ୍ୟାଙ୍କ ବେଲଗୁଣ୍ଠା ନିର୍ଦ୍ଦେଶକ ପଦ ବିଜେଡି ଦଖଲରେ ।

ବେଲଗୁଣ୍ଠା,୩୦/୧୦(ପିପିଟି):ଆଜି ଆସ୍କା କୋପରିଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କର ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ବେଲଗୁଣ୍ଠା ବ୍ଳକ ର ଏହି ନିର୍ଦ୍ଦେଶକ ପଦ ପ୍ରାୟ ୩୦ ବର୍ଷ ହେଲା କଂଗ୍ରେସ ଦଖଲ କରି…
Read More...

ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସ୍ଵଳ୍ପ ସଞ୍ଚୟ ସଚେତନତା ରଥ ପରିଭ୍ରମଣ ।

ଛତ୍ରପୁର,୩୦/୧୦(ପିପିଟି):ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଶ୍ୱ ମିତ ବ୍ୟୟୀତା ଦିବସ ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ରବିବାର ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି…
Read More...

” ବିପଦ ର ବନ୍ଧୁ ” ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ।

ପୋଲସରା,୩୦/୧୦/୨୦୨୨ : ସ୍ବେଚ୍ଛାସେବୀ ସଂସ୍ଥା ବିପଦର ବନ୍ଧୁ ସଂଗଠନ ପକ୍ଷରୁ ଆଜି ପୋଲସରା ବ୍ଳକର ମାଳ ତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବଖାଲ ଗ୍ରାମର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି।…
Read More...

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ।

କନ୍ଧମାଳ,୨୯/୧୦(ପିପିଟି): ଜଣେ ୯ ବର୍ଷ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ…
Read More...

ୟୁଜେଏର ନୂତନ କର୍ମକର୍ତ୍ତା ଚୟନ; ଜିଲ୍ଲା ସମ୍ପାଦକ ହେଲେ ଜୟକୃଷ୍ଣ ।

ଭଞ୍ଜନଗର,୨୯/୧୦(ପିପିଟି): ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖାର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…
Read More...

୨୨ କେଜି ଗଞ୍ଜେଇ ଜବତ ,୨ ଜଣ ଗିରଫ ।

ମାଲକାନଗିରି,୨୯/୧୦(ପିପିଟି): ଚିତ୍ରକୋଣ୍ଡା ପୋଲିସ ଦ୍ଵାର ମନ୍ତ୍ରୀପୁଟ, ସ୍ପିଲୱେ ଅଞ୍ଚଳରେ ରାତ୍ରି କାଳିନ ଯାନବାହାନ ଯାଞ୍ଚ କରିବା ସମୟରେ ଗୋଟିଏ ହୋଣ୍ଡା ୟୁନିକନ୍ ଗାଡ଼ି ନଂ: ଓଡି ୩୦ ଏ ୫୩୩୭କୁ ଅଟକାଇବା ସମୟରେ…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ମାଲକାନଗିରି,୨୯/୧୦(ପିପିଟି): ଆଜି ସକାଳେ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ପୋଲିସ ବିଭାଗ ର ଅଧିକାରୀମାନେ ମାଲକାନଗିରି ମାଲକାନଗିରି ସଦର ମହକୁମା ସ୍ଥିତ ଏମଭି- ୩ ବିଏସଏଫ କ୍ଯାମ୍ପରେ ଅବତରଣ କରିଥିଲେ। ମାଲକାନଗିରି…
Read More...